इस जानकारी को छोड़ दें

ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ

ଆପଣ ଆମକୁ ସର୍ବସାଧାରଣରେ ପ୍ରଚାର କରୁଥିବା ଦେଖନ୍ତି । ଆପଣ ହୁଏତ ଖବରକାଗଜରେ ଆମ ବିଷୟରେ ପଢ଼ିଥିବେ, କିମ୍ବା ଅନ୍ୟମାନଙ୍କଠାରୁ ଆମ ବିଷୟରେ ଶୁଣିଥିବେ । କିନ୍ତୁ ଆପଣ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ପ୍ରକୃତରେ କେତେ ଜାଣିଛନ୍ତି ?

ଏହା ମଧ୍ୟ ଦେଖନ୍ତୁ: ଯିହୋବାଙ୍କ ସାକ୍ଷୀମାନେ କʼଣ ବିଶ୍ୱାସ କରନ୍ତି ?

ଶିକ୍ଷାଗୁଡ଼ିକ ଏବଂ କାମ

ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

ଲୋକମାନେ ସାଧାରଣତଃ ଯେଉଁ ପ୍ରଶ୍ନ ପଚାରନ୍ତି, ତାʼର ଉତ୍ତର ଜାଣନ୍ତୁ ।

ସାରା ପୃଥିବୀର ଯିହୋବାଙ୍କ ସାକ୍ଷୀମାନେ

ଆମ ଆନ୍ତଃରାଷ୍ଟ୍ରୀୟ ଭ୍ରାତୃଭାବ ବିଷୟରେ ଜାଣନ୍ତୁ।

ମାଗଣା ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ

ବାଇବଲ କାହିଁକି ଅଧ୍ୟୟନ କରିବା ?

ବାଇବଲ ସାରା ପୃଥିବୀରେ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବନର ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବାରେ ସାହାଯ୍ୟ କରୁଛି । କʼଣ ଆପଣ ସେଗୁଡ଼ିକର ଉତ୍ତର ଜାଣିବାକୁ ଚାହିଁବେ ?

ବାଇବଲ ଅଧ୍ୟୟନ କିପରି ହୁଏ ?

ସାରା ପୃଥିବୀରେ ଯିହୋବାଙ୍କ ସାକ୍ଷୀମାନେ ଲୋକଙ୍କୁ ବିନାମୂଲ୍ୟରେ ବାଇବଲ ଅଧ୍ୟୟନ କରାନ୍ତି, ସେଥିପାଇଁ ସେମାନେ ପରିଚିତ । ଏହା କିପରି କରାଯାଏ ଦେଖନ୍ତୁ ।

ଆମେ ଆପଣଙ୍କୁ ଭେଟିପାରିବା

ବାଇବଲରୁ ଜଡ଼ିତ କୌଣସି ପ୍ରଶ୍ନ ଉପରେ ଚର୍ଚ୍ଚା କରନ୍ତୁ କିମ୍ବା ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ଅଧିକ ଜାଣନ୍ତୁ ।

ସଭାଗୁଡ଼ିକ ଏବଂ କାର୍ଯ୍ୟକ୍ରମ

ରାଜ୍ୟ ଘରେ କʼଣ ହୁଏ ?

ଏହି ଫଟୋଗୁଡ଼ିକରେ ଏକ ନଜର ଦେଇ ନିଜେ ଜାଣନ୍ତୁ ।

ସଭାରେ ଆସନ୍ତୁ

ଆମ ସଭାଗୁଡ଼ିକ ବିଷୟରେ ଜାଣନ୍ତୁ । ଖୋଜନ୍ତୁ ଯେ ଆପଣଙ୍କ ଅଞ୍ଚଳରେ କେଉଁ ଜାଗାରେ ସଭା ହୁଏ ।

ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ଦିନକୁ ସ୍ମରଣ କରନ୍ତୁ

୧୨ ଏପ୍ରିଲ୍‌ ୨୦୨୫, ଶନିବାର ଦିନ ଯିହୋବାଙ୍କ ସାକ୍ଷୀ ଯୀଶୁଙ୍କ ବଳିଦାନକୁ ସ୍ମରଣ କରିବେ । ଆମେ ଚାହୁଁ ଯେ ଆପଣ ମଧ୍ୟ ଏହି ଦିନ ନିଶ୍ଚୟ ଆସନ୍ତୁ ।

ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?

ଯିହୋବାଙ୍କ ସାକ୍ଷୀମାନେ ସାରା ପୃଥିବୀରେ ରହନ୍ତି ଏବଂ ସେମାନଙ୍କ ମଧ୍ୟରେ ସବୁ ଜାତି ଓ ସଂସ୍କୃତିର ଲୋକ ଅଛନ୍ତି । ଭିନ୍ନ ଭିନ୍ନ ଦେଶ ଏବଂ ସଂସ୍କୃତିରୁ ହୋଇଥିବା ସତ୍ତ୍ୱେ କାହିଁକି ସେମାନେ ଏକତାରେ ରହିପାରିଛନ୍ତି ?

ସଂକ୍ଷେପରେ ବିଶ୍ୱବ୍ୟାପୀ ସାଂଖିୟକ ତଥ୍ୟ

  • ୨୩୯—ଯିହୋବାଙ୍କ ସାକ୍ଷୀମାନେ ସେବା କରୁଥିବା ଦେଶ

  • ୮୨,୦୧,୫୪୫—ଯିହୋବାଙ୍କ ସାକ୍ଷୀ

  • ୯୪,୯୯,୯୩୩—ବିନାମୂଲ୍ୟରେ କରାଯାଉଥିବା ବାଇବଲ ଅଧ୍ୟୟନ

  • ୧,୯୯,୫୦,୦୧୯—ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁର ବାର୍ଷିକ ସମାରୋହରେ ଉପସ୍ଥିତି

  • ୧,୧୫,୪୧୬—ମଣ୍ଡଳୀ