ପ୍ରହରୀଦୂର୍ଗ ସଂଖ୍ୟା ୨ ୨୦୨୦ | ଈଶ୍ୱରଙ୍କ ରାଜ୍ୟ କʼଣ ?

ଅନେକ ବର୍ଷରୁ ଲୋକମାନେ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି । ଏହି ପ୍ରଶ୍ନର ଉତ୍ତର ବାଇବଲରେ ଅଛି ।

“ତୁମ୍ଭର ରାଜ୍ୟ ଆସୁ”​—ଲକ୍ଷ ଲକ୍ଷ ଲୋକଙ୍କ ପ୍ରାର୍ଥନା

ଯଦି ଆମେ ଏହି ପ୍ରାର୍ଥନାର ଅର୍ଥ ବୁଝିବାକୁ ଚାହୁଁ, ତାହେଲେ ଆମକୁ ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ କେଉଁ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବାକୁ ପଡ଼ିବ ?

ଆମକୁ ଈଶ୍ୱରଙ୍କ ରାଜ୍ୟର ଆବଶ୍ୟକତା କାହିଁକି ଅଛି ?

ଅପରିପୂର୍ଣ୍ଣ ମଣିଷମାନେ ଅନ୍ୟ ମଣିଷମାନଙ୍କ ଉପରେ ଶାସନ କରନ୍ତି, ତେବେ ପରିଣାମ ଖରାପ ହିଁ ହୋଇଥାଏ ।

ଈଶ୍ୱରଙ୍କ ରାଜ୍ୟର ରାଜା କିଏ ଅଟନ୍ତି ?

ଯିହୋବା ବାଇବଲର ଅଲଗା ଅଲଗା ଲେଖକମାନଙ୍କ ଜରିଆରେ ଈଶ୍ୱରଙ୍କ ରାଜ୍ୟର ରାଜାଙ୍କ ବିଷୟରେ ଅନେକ କଥା ଲେଖାଇଛନ୍ତି । ଯଦି ମଣିଷମାନଙ୍କର ଇତିହାସ ଦେଖିବା, ତାହେଲେ ଏସବୁ କଥାଗୁଡ଼ିକ କେବଳ ଜଣେ ବ୍ୟକ୍ତି ଉପରେ ପୂରା ହୋଇଛି ।

ଏହି ରାଜ୍ୟ ପୃଥିବୀରେ କେବେ ଶାସନ କରିବ ?

ଯୀଶୁଙ୍କ କିଛି ବିଶ୍ୱସ୍ତ ସେବକମାନେ ମଧ୍ୟ ଏହା ଜାଣିବାକୁ ଚାହୁଁଥିଲେ । ଯୀଶୁ ସେମାନଙ୍କ ପ୍ରଶ୍ନର କʼଣ ଉତ୍ତର ଦେଲେ ?

ଈଶ୍ୱରଙ୍କ ରାଜ୍ୟ କʼଣ କରିବ ?

ଯୀଶୁ ଜାଣିଥିଲେ ଯେ କେବଳ ଈଶ୍ୱରଙ୍କ ରାଜ୍ୟ ହିଁ ସବୁ ସମସ୍ୟାଗୁଡ଼ିକୁ ଦୂର କରିପାରିବ । ଈଶ୍ୱରଙ୍କ ରାଜ୍ୟ ଏବେ ଯାଏ କʼଣ କରିଛି ?

ଏବେଠୁ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତୁ !

ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ପ୍ରଥମେ ରାଜ୍ୟର ଅନ୍ୱେଷଣ କରନ୍ତୁ । ଆପଣ ଏହା କିପରି କରିପାରିବେ ?

ଈଶ୍ୱରଙ୍କ ରାଜ୍ୟ କʼଣ ?

ଅନେକ ଲୋକ ପ୍ରାର୍ଥନା କରୁଛନ୍ତି ଯେ ଈଶ୍ୱରଙ୍କ ରାଜ୍ୟ ଆସୁ, କିନ୍ତୁ କʼଣ ଆପଣ କେବେ ଭାବିଛନ୍ତି ଯେ ଈଶ୍ୱରଙ୍କ ରାଜ୍ୟ କʼଣ ଓ ଏହା କʼଣ କରିବ ?