ପରମେଶ୍ବରଙ୍କ ବଚନର ପରିଚୟ
ପରମେଶ୍ୱରଙ୍କ ବଚନର ପରିଚୟ
୨୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ବାଇବଲରୁ ଜାଣନ୍ତୁ ।
ପରମେଶ୍ୱର କିଏ ଅଟନ୍ତି ?
ପରମେଶ୍ୱରଙ୍କୁ ଜାଣିବା କଷ୍ଟକର ବୋଲି ଅନେକ ଧର୍ମ ଶିଖାନ୍ତି । ସେ ଜଣେ ବ୍ୟକ୍ତି ନୁହନ୍ତି, ବରଂ ଏକ ଅଦୃଶ୍ୟ ଶକ୍ତି ବୋଲି କହିଥାʼନ୍ତି । କିନ୍ତୁ ବାଇବଲ ଏହା ଶିଖାଏ ନାହିଁ ।
ପରମେଶ୍ୱରଙ୍କ ବିଷୟରେ ଆପଣ କିପରି ଜାଣିପାରିବେ ?
ପରମେଶ୍ୱରଙ୍କ ବିଷୟରେ ଜାଣିବା ପାଇଁ ବାଇବଲ କେବଳ ପଢ଼ିବା ଯଥେଷ୍ଟ କି ?
ବାଇବଲର ଲେଖକ କିଏ ?
ବାଇବଲରେ ଥିବା ବୁଦ୍ଧିଭରା କଥାଗୁଡ଼ିକ ମଣିଷର ନା ପରମେଶ୍ୱରଙ୍କ ଇଚ୍ଛାରେ ଲେଖାଯାଇଛି ?
ବାଇବଲ ବିଜ୍ଞାନ ସହିତ ଏକମତ ଅଟେ କି ?
ଯଦି ବାଇବଲ ପରମେଶ୍ୱରଙ୍କ ତରଫରୁ ଅଟେ, ତେବେ ବୈଜ୍ଞାନିକ ଦୃଷ୍ଟିରୁ ସଠିକ୍ ହେବା ଉଚିତ୍ ।
ବାଇବଲରେ ଆମ ପାଇଁ କʼଣ ଖବର ଅଛି ?
ଏହି ୧୦ଟି ପଦରୁ ବାଇବଲର ସମ୍ପୂର୍ଣ୍ଣ ବିଷୟ ଜଣାପଡ଼େ ।
ମଶୀହଙ୍କ ବିଷୟରେ ବାଇବଲରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ?
ଯୀଶୁଙ୍କ ଉପରେ ପୁରା ହୋଇଥିବା ଅନେକ ଭବିଷ୍ୟତବାଣୀ ତାଙ୍କ ନିଜ ନିୟନ୍ତ୍ରଣର ବାହାରେ ଥିଲା ।
ବାଇବଲ ଆମ ସମୟ ବିଷୟରେ କʼଣ କହେ ?
ଯୁଦ୍ଧ, ଦୁର୍ଭିକ୍ଷ, ଅରାଜକତା ଓ ଅନୈତିକତାରେ ବୃଦ୍ଧିର ପ୍ରକୃତ ଅର୍ଥ କʼଣ ?
ଆମ ଦୁଃଖକଷ୍ଟ ପାଇଁ କʼଣ ପରମେଶ୍ୱର ଦାୟୀ ଅଟନ୍ତି ?
ପରମେଶ୍ୱର ଆମକୁ ଦୁଃଖକଷ୍ଟ ଦେଇ ପରୀକ୍ଷା କରନ୍ତି କି ?
ଆମ ଜୀବନରେ କାହିଁକି ଦୁଃଖକଷ୍ଟ ଆସେ ?
ଯଦି ପରମେଶ୍ୱର ଆମ ଦୁଃଖକଷ୍ଟ ପାଇଁ ଦାୟୀ ନୁହନ୍ତି, ତେବେ କିଏ କିମ୍ବା କʼଣ ଦାୟୀ ଅଟେ ?
ବାଇବଲ ଭବିଷ୍ୟତ ପାଇଁ କʼଣ ଆଶା ଦିଏ ?
ବାଇବଲର ସୁନ୍ଦର ଆଶା ଆପଣଙ୍କୁ ଚକିତ କରିପାରେ ।
ଜଣେ ମରିଗଲା ପରେ ତାʼର କʼଣ ହୁଏ ?
ଜଣେ ମରିଗଲା ପରେ କୌଣସି ଅନ୍ୟ ରୂପରେ ଜୀବିତ ରହେ କି ?
ମରିଯାଇଥିବା ଲୋକଙ୍କ ପାଇଁ କିଛି ଆଶା ଅଛି କି ?
ମରିଗଲା ପରେ କʼଣ ସବୁକିଛି ସରିଯାଏ ?
ପରିଶ୍ରମ ବିଷୟରେ ବାଇବଲ କʼଣ କହେ ?
ଅନେକ ଲୋକ କାମକୁ ବୋଝ ବୋଲି ଭାବନ୍ତି । ସେମାନେ ଏମିତି ଏକ ସମୟର ସ୍ୱପ୍ନ ଦେଖନ୍ତି, ଯେବେ ତାଙ୍କୁ କିଛି କାମ କରିବାକୁ ପଡ଼ିବ ନାହିଁ । ପରମେଶ୍ୱର ଏପରି ଚାହାନ୍ତି କି ?
ଆମେ ନିଜ ସମ୍ପତ୍ତିକୁ କିପରି ଠିକ୍ ଭାବେ ବ୍ୟବହାର କରିପାରିବା ?
ବାଇବଲ ଶିଖାଏ ଯେ ଆପଣ କିପରି ନିଜ ସମ୍ପତ୍ତିକୁ ଠିକ୍ ଉପଯୋଗ କରିବେ, ନଚେତ୍ ଏହା ଆପଣଙ୍କୁ ନିୟନ୍ତ୍ରଣ କରିପାରେ ।
ଆପଣ ଜୀବନରେ ପ୍ରକୃତ ଖୁସି କିପରି ପାଇବେ ?
ବାଇବଲ ପ୍ରକୃତ ଖୁସି ଓ ସନ୍ତୋଷ ପାଇବାର ବାଟ ଦେଖାଏ ।
ଜୀବନରେ ଆସୁଥିବା ଚିନ୍ତାଗୁଡ଼ିକୁ ଆମେ କିପରି ଦୂର କରିପାରିବା ?
ଯେବେ ଆମେ ଚିନ୍ତାରେ ଭାଙ୍ଗି ପଡ଼ୁ, ବାଇବଲ ଆମକୁ ସାହାଯ୍ୟ କରିପାରେ ।
ବାଇବଲ ଆପଣଙ୍କ ପରିବାରକୁ କିପରି ସାହାଯ୍ୟ କରିପାରିବ ?
ଆପଣଙ୍କ ପରିବାର କିପରି ପ୍ରକୃତ ଖୁସି ଓ ଶାନ୍ତିର ବାସସ୍ଥାନ ହୋଇପାରିବ, ଦେଖନ୍ତୁ ।
ପରମେଶ୍ୱରଙ୍କ ପାଖକୁ ଆମେ କେମିତି ଆସିପାରିବା ?
ଆପଣ ପ୍ରକୃତରେ ପରମେଶ୍ୱରଙ୍କ ସହିତ ବ୍ୟକ୍ତିଗତ ମିତ୍ରତା ରଖିପାରିବେ ।
ବାଇବଲରେ ଥିବା ବହିଗୁଡ଼ିକରେ କʼଣ ଜାଣିବାକୁ ମିଳେ ?
ବାଇବଲରେ କʼଣ କʼଣ ଅଛି, ସଂକ୍ଷେପରେ ଜାଣନ୍ତୁ ।
ପ୍ରଶ୍ନ ୨୦: ବାଇବଲ କିପରି ପଢ଼ିଲେ ଆମେ ବେଶି ଲାଭ ପାଇପାରିବା ?
ଆପଣ ବାଇବଲର ଯେକୌଣସି ଭାଗ ପଢ଼ନ୍ତୁ, ଚାରୋଟି ସରଳ ପ୍ରଶ୍ନର ଉତ୍ତର ଆପଣଙ୍କୁ ଅଧିକରୁ ଅଧିକ ଲାଭ ପାଇବାରେ ସାହାଯ୍ୟ କରିବ ।