इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ସମୟରେଖା

ବାଇବଲର ସମୟରେଖା
  1. “ଆଦ୍ୟରେ . . .”

  2. ଆଦମଙ୍କ ସୃଷ୍ଟି ଖ୍ରୀଷ୍ଟପୂର୍ବ ୪୦୨୬ (ପ୍ରାୟ ୬,୦୦୦ବର୍ଷ ପୂର୍ବେ)

  3. ଆଦମଙ୍କ ମୃତ୍ୟୁ ୩୦୯୬ (ପ୍ରାୟ ୫,୧୦୦ବର୍ଷ ପୂର୍ବେ)

  4. ଜଳପ୍ଳାବନର ଆରମ୍ଭ ୨୩୭୦ (ପ୍ରାୟ ୪,୩୭୦ବର୍ଷ ପୂର୍ବେ)

  5. ଅବ୍ରହାମଙ୍କର ଜନ୍ମ ୨୦୧୮

  6. ୧୯୪୩ ପରମେଶ୍ୱର ଅବ୍ରହାମଙ୍କ ସଙ୍ଗେ ଚୁକ୍ତି କଲେ (ପ୍ରାୟ ୩,୯୫୦ବର୍ଷ ପୂର୍ବେ)

  7. ଯୋଷେଫଙ୍କୁ କ୍ରୀତଦାସରୂପେ ବିକ୍ରି କରାଗଲା ୧୭୫୦ (ପ୍ରାୟ ୩,୭୫୦ବର୍ଷ ପୂର୍ବେ)

  8. ଆୟୁବଙ୍କର ପରୀକ୍ଷା ୧୬୧୩ ବର୍ଷପୂର୍ବେ (ପ୍ରାୟ ୩,୬୨୦ବର୍ଷ ପୂର୍ବେ)

  9. ଇସ୍ରାଏଲଙ୍କ ମିସରରୁ ଯାତ୍ରା ଆରମ୍ଭ ୧୫୧୩ (ପ୍ରାୟ ୩,୫୨୦ବର୍ଷ ପୂର୍ବେ)

  10. ୧୪୭୩ ଯିହୋଶୂୟଙ୍କ ଅଧୀନରେ ଇସ୍ରାଏଲ କିଣାନ ଦେଶରେ ପ୍ରବେଶ କଲେ

  11. ୧୪୬୭ କିଣାନ ଦେଶର ଅଧିକାଂଶ ଅଞ୍ଚଳକୁ ଜୟ କରାଗଲା (ପ୍ରାୟ ୩,୪୭୦ବର୍ଷ ପୂର୍ବେ)

  12. ଶାଉଲଙ୍କୁ ରାଜାରୂପେ ଅଭିଷିକ୍ତ କରାଗଲା ୧୧୧୭ (ପ୍ରାୟ ୩,୧୨୦ବର୍ଷ ପୂର୍ବେ)

  13. ୧୦୭୦ ଈଶ୍ୱର ଦାଉଦଙ୍କୁ ପ୍ରତିଜ୍ଞାକଲେ ଯେ କେବଳ ତାହାଙ୍କ ପରିବାର ସବୁଦିନ ପାଇଁ ଶାସନ କରିବ

  14. ଶଲୋମନ ରାଜା ହେଲେ ୧୦୩୭

  15. ୧୦୨୭ ଯିରୁଶାଲମର ମନ୍ଦିର ତିଆରି କରାଗଲା (ପ୍ରାୟ ୩,୦୩୦ବର୍ଷ ପୂର୍ବେ)

  16. ପ୍ରାୟତଃ ୧୦୨୦ ରେ ପରମଗୀତର ଲେଖା ଶେଷ ହେଲା

  17. ୯୯୭ ଇସ୍ରାଏଲ ଦୁଇଭାଗରେ ବିଭାଜିତ ହେଲା (ପ୍ରାୟ ୩,୦୦୦ବର୍ଷ ପୂର୍ବେ)

  18. ହିତୋପଦେଶ ସଂଗ୍ରହ କରିବା ଶେଷ ହେଲା ପ୍ରାୟତଃ ୭୧୭ (ପ୍ରାୟ ୨,୭୨୦ବର୍ଷ ପୂର୍ବେ)

  19. ଯିରୁଶାଲମର ବିନାଶ; ଯିହୂଦୀମାନଙ୍କୁ ବନ୍ଦୀକରି ବାବିଲକୁ ନିଆଗଲା ୬୦୭ (ପ୍ରାୟ ୨,୬୧୦ବର୍ଷ ପୂର୍ବେ)

  20. ୫୩୯ ମହାଯୋଦ୍ଧା କୋରସ ବାବିଲକୁ ଜୟଲାଭ କଲେ

  21. ୫୩୭ ବନ୍ଦୀ ଯିହୂଦୀମାନେ ଯିରୁଶାଲମକୁ ଫେରିଲେ (ପ୍ରାୟ ୨,୫୪୦ ବର୍ଷ ପୂର୍ବେ)

  22. ଯିରୁଶାଲମର ପ୍ରାଚୀରକୁ ପୁନଃନିର୍ମାଣ କରାଗଲା; ୬୯ ସପ୍ତାହର ଅରମ୍ଭ ହେଲା ଖ୍ରୀଷ୍ଟପୂର୍ବ ୪୫୫ (ପ୍ରାୟ ୨,୪୦୦ବର୍ଷ ପୂର୍ବେ)

  23. ଖ୍ରୀଷ୍ଟପୂର୍ବ ୪୪୩ ପରେ ମଲାଖୀ ନିଜ ଭବିଷ୍ୟବାଣୀ ପୁସ୍ତକ ଲେଖିବା ଶେଷ କଲେ

  24. ଯୀଶୁଙ୍କର ଜନ୍ମ ପ୍ରାୟତଃ ଖ୍ରୀଷ୍ଟପୂର୍ବ ୨

  25. ଖ୍ରୀଷ୍ଟାବ୍ଦ ୨୯ ଯୀଶୁଙ୍କ ବାପ୍ତିସ୍ମା ହେଲା (ପ୍ରାୟ ୧,୯୮୦ ବର୍ଷ ପୂର୍ବେ) ଯୀଶୁ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ଘୋଷଣା କରିବାକୁ ଆରମ୍ଭ କଲେ

  26. ଯୀଶୁ ୧୨ ପ୍ରେରିତଙ୍କୁ ମନୋନୀତ କଲେ; ପାର୍ବତ୍ୟ ଉପଦେଶ ଦେଲେ ୩୧

  27. ୩୨ ଯୀଶୁ ଲାଜାରଙ୍କୁ ପୁନରୁତ୍ଥାନ

  28. (ପ୍ରାୟ ୧,୯୭୦ବର୍ଷ ପୂର୍ବେ । ନିସାନ ମାସ, ଆମ କ୍ୟାଲେଣ୍ଡର ପ୍ରାୟ ମାର୍ଚ୍ଚ-ଏପ୍ରିଲ ମାସରେ ପଡ଼ିଥାଏ) ଯୀଶୁଙ୍କୁ କାଠଖୁଣ୍ଟରେ କଣ୍ଟାମାରି ହତ୍ୟା କରା ଗଲା ନିସାନ ୧୪

  29. ନିସାନ ୧୬ ଯୀଶୁଙ୍କୁ ପୁନରୁତ୍‌ଥିତ କରାଗଲା

  30. ସୀବନ ୬, ଖ୍ରୀଷ୍ଟାବ୍ଦ ୩୩ ପେଣ୍ଟିକଷ୍ଟ ପର୍ବ; ପବିତ୍ର ଆତ୍ମାକୁ ଢଳାଯିବା (ସୀବନ ମାସ, ଆମ କ୍ୟାଲେଣ୍ଡରରେ ପ୍ରାୟ ମେ-ଜୁନ ମାସ ମଧ୍ୟରେ ପଡ଼ିଥାଏ)

  31. ୩୬ କର୍ଣ୍ଣୀଲିୟ ଖ୍ରୀଷ୍ଟିୟାନ ହେଲେ (ପ୍ରାୟ ୧,୯୭୦ବର୍ଷ ପୂର୍ବେ)

  32. ପ୍ରାୟତଃ ୪୭-୪୮ ସୁସମାଚାର ପ୍ରାଚାର ନିମନ୍ତେ ପାଉଲଙ୍କ ପ୍ରଥମ ଯାତ୍ରା

  33. ପ୍ରାୟତଃ ୪୯-୫୨ ପାଉଲଙ୍କ ଦ୍ୱିତୀୟ ଯାତ୍ରା

  34. ପ୍ରାୟତଃ ୫୨-୫୬ ପାଉଲଙ୍କ ତୃତୀୟ ଯାତ୍ରା

  35. ଖ୍ରୀଷ୍ଟାବ୍ଦ ୬୦-୬୧ ପାଉଲ ରୋମରେ ବନ୍ଦୀ ଥିବା ସମୟରେ ଚିଠିଗୁଡ଼ିକ ଲେଖିଲେ

  36. ୬୨ ପୂର୍ବେ ଯୀଶୁଙ୍କ ସାବତଭାଇ ଯାକୁବ ନିଜ ଚିଠି ଲେଖିଲେ

  37. ୬୬ ଯିହୂଦୀଲୋକ ରୋମ ବିରୋଧରେ ବିଦ୍ରୋହ କଲେ

  38. ରୋମର ସୈନ୍ୟମାନେ ଯିରୁଶାଲମ ଓ ତାର ମନ୍ଦିରକୁ ଧ୍ୱଂସ କଲେ ୭୦ (ପ୍ରାୟ ୧,୯୩୦ବର୍ଷ ପୂର୍ବେ)

  39. ଯୋହନ ପ୍ରକାଶିତ ବାକ୍ୟ ପୁସ୍ତକ ଲେଖିଲେ ପ୍ରାୟତଃ ୯୬ (ପ୍ରାୟ ୧,୯୧୦ବର୍ଷ ପୂର୍ବେ)

  40. ଶେଷ ପ୍ରେରିତ, ଯୋହନଙ୍କ ମୃତ୍ୟୁ ପ୍ରାୟତଃ ଖ୍ରୀଷ୍ଟାବ୍ଦ ୧୦୦