ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
୧. ପ୍ରେମ ଜ୍ଞାନଠାରୁ କିପରି ଶ୍ରେଷ୍ଠ ଅଟେ ? (୧ କରି. ୮:୧)
୨. ପ୍ରାଚୀନ ସମୟର ଈଶ୍ୱରଙ୍କ ସେବକମାନଙ୍କ ଭଳି ଆମେ ମଣ୍ଡଳୀକୁ କିପରି ମଜବୁତ୍ କରିପାରିବା ? (ରୋମୀ. ୧୩:୮)
୩. ପ୍ରଚାର ସେବାରେ ଭେଟୁଥିବା ଲୋକଙ୍କ ପାଇଁ ଆମେ କିପରି ନିଜର ଅଧିକରୁ ଅଧିକ ସମୟ ଓ ଶକ୍ତି ଦେଇପାରିବା ? (୧ ଥେସ. ୨:୭, ୮)
୪. ଆମେ ଖ୍ରୀଷ୍ଟୀୟ ଭାଇଭଉଣୀମାନଙ୍କ ମଧ୍ୟରେ ଏକତାକୁ କିପରି ମଜବୁତ୍ କରିପାରିବା ? (ଏଫି. ୪:୧-୩, ୧୧-୧୬; ୧ ଥେସ. ୫:୧୧)
୫. ଆମେ କରୁଥିବା ପ୍ରତ୍ୟେକ କାମ ପ୍ରେମର ସହ କିପରି କରାଯାଇପାରିବ ? (୧ କରି. ୧୬:୧୪)