“ପ୍ରେମ ମଜବୁତ୍ କରେ”
୧ କରିନ୍ଥୀୟ ୮:୧, NW.
ସକାଳ କାର୍ଯ୍ୟକ୍ରମ
-
୯:୩୦ ସଂଗୀତ
-
୯:୪୦ ଗୀତ ସଂ. ୯୦ ଏବଂ ପ୍ରାର୍ଥନା
-
୯:୫୦ “ଜ୍ଞାନ ଅହଙ୍କାର ଜନ୍ମାଏ, କିନ୍ତୁ ପ୍ରେମ ମଜବୁତ୍ କରେ”
-
୧୦:୦୫ ପରିଚର୍ଚ୍ଚା: ସେମାନେ ଅନ୍ୟମାନଙ୍କୁ ମଜବୁତ୍ କଲେ
-
ବର୍ଣ୍ଣବ୍ବା
-
ପାଉଲ
-
ଦର୍କା
-
-
୧୧:୦୫ ଗୀତ ସଂ. ୭୯ ଏବଂ ଘୋଷଣା
-
୧୧:୧୫ ପ୍ରଚାର କରିବା ସମୟରେ ସୁସମାଚାର ଶୁଣାଇବାଠାରୁ ମଧ୍ୟ ଅଧିକ କରନ୍ତୁ
-
୧୧:୩୦ ସମର୍ପଣ ଭାଷଣ
-
୧୨:୦୦ ଗୀତ ସଂ. ୫୨
ଦ୍ୱିପହର କାର୍ଯ୍ୟକ୍ରମ
-
୧:୧୦ ସଂଗୀତ
-
୧:୨୦ ଗୀତ ସଂ. ୧୦୭ ଏବଂ ପ୍ରାର୍ଥନା
-
୧:୩୦ ଜନ ଭାଷଣ: ପ୍ରେମ ସତ୍ୟକୁ କିପରି ପ୍ରୋତ୍ସାହନ ଦିଏ ?
-
୨:୦୦ ପ୍ରହରୀଦୁର୍ଗର ସାରାଂଶ
-
୨:୩୦ ଗୀତ ସଂ. ୧୦୧ ଏବଂ ଘୋଷଣା
-
୨:୪୦ ପରିଚର୍ଚ୍ଚା: ମଣ୍ଡଳୀର ଏକତାକୁ ବଢ଼ାଇବାରେ ସାହାଯ୍ୟ କରନ୍ତୁ
-
ବାଇବଲର ସତ୍ୟକୁ ପ୍ରେମ କରନ୍ତୁ
-
ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ହିଁ ବୁଦ୍ଧିମତ୍ତା ବୋଲି ପ୍ରମାଣିତ କରନ୍ତୁ
-
ଭାଇଭଉଣୀମାନଙ୍କୁ ମଜବୁତ୍ କରନ୍ତୁ
-
-
୩:୪୦ “ତୁମ୍ଭମାନଙ୍କର ସମସ୍ତ କର୍ମ ପ୍ରେମରେ ସାଧିତ ହେଉ”
-
୪:୧୫ ଗୀତ ସଂ. ୧୦୫ ଏବଂ ପ୍ରାର୍ଥନା