ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ
ଆମେ କାହିଁକି ଦୃଢ଼ ବିଶ୍ୱାସର ସହ ସାହସ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା? (ଗୀତ. ୧୩୮:୩)
ଆମେ ପ୍ରାଚୀନ ସମୟର ବିଶ୍ୱସ୍ତ ସେବକମାନଙ୍କ ଭଳି ସାହସୀ କିପରି ହୋଇପାରିବା? (ପ୍ରେରି. ୪:୩୧)
ଆମେ ପ୍ରଚାର ସେବାରେ କିପରି ନିଜର ସାହସ ବାନ୍ଧିପାରିବା? (୧ ଥେସ. ୨:୨)
ଯେତେବେଳେ ଚାପ ଆସେ ଆମେ କିପରି ସାହସ ଦେଖାଇପାରିବା? (୧ ପିତ. ୨:୨୧-୨୩)
ଯଦି ଆମେ ଖ୍ରୀଷ୍ଟିୟାନମାନେ ସାହସ ଦେଖାଇବା, ତେବେ ଆମକୁ କʼଣ ପୁରସ୍କାର ମିଳିବ? (ଏବ୍ରୀ ୧୦:୩୫)