ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ—ଭିଡିଓ
ସର୍ବସାଧାରଣରେ ପଢ଼ିବା ଓ ଶିଖାଇବାର ଜରୁରୀ ଦକ୍ଷତାଗୁଡ଼ିକ ବଢ଼ାନ୍ତୁ।
ଅଧ୍ୟୟନ ୧
ଫଳପ୍ରଦ ଆରମ୍ଭ କରିବା
ଆପଣ ଏପରି କʼଣ କରିପାରିବେ, ଯାହାଫଳରେ ଆପଣ ଯାହା କହିବାକୁ ଯାଉଛନ୍ତି ତାକୁ ଆପଣଙ୍କ ଶ୍ରୋତାମାନେ ଶୁଣିବାକୁ ଆଗ୍ରହୀ ହେବେ?
ଅଧ୍ୟୟନ ୨
କଥାବାର୍ତ୍ତାର ଶୈଳୀରେ କହିବା
କଥାବାର୍ତ୍ତା କରିବା ସମୟରେ ଆପଣଙ୍କ ଶ୍ରୋତାମାନଙ୍କୁ ଅଡ଼ୁଆରେ ନ ପକାଇବା ପାଇଁ ଆପଣ କʼଣ କରିପାରିବେ ?
ଅଧ୍ୟୟନ ୬
ପଦକୁ ସ୍ପଷ୍ଟ ଭାବେ ବୁଝାଇବା
ପଦ ପଢ଼ିବା ପରେ ଆପଣ ଏପରି କʼଣ କରିବା ଉଚିତ୍, ଯାହାଫଳରେ ଶ୍ରୋତାମାନେ ଆପଣଙ୍କ ପଦ ପଢ଼ିବାର ଉଦ୍ଦେଶ୍ୟକୁ ବୁଝିପାରିବେ ?
ଅଧ୍ୟୟନ ୮
ଶିଖାଇବା ପାଇଁ ଦୃଷ୍ଟାନ୍ତ ଦେବା
ମହାନ ଶିକ୍ଷକଙ୍କ ଭଳି ଆପଣ ଦୃଷ୍ଟାନ୍ତଗୁଡ଼ିକୁ କିପରି ଫଳପ୍ରଦ ଭାବେ ବ୍ୟବହାର କରିପାରିବେ ?
ଅଧ୍ୟୟନ ୯
ଶିଖାଇବା ସମୟରେ ଜିନିଷଗୁଡ଼ିକ ଦେଖାଇବା
କୌଣସି ଚିତ୍ର କିମ୍ବା ଆପଣ ଦେଖାଉଥିବା ଅନ୍ୟାନ୍ୟ ଜିନିଷଗୁଡ଼ିକର କିପରି ସଠିକ୍ ବ୍ୟବହାର କରିପାରିବେ, ଯାହାଫଳରେ ଶ୍ରୋତାମାନେ ମୁଖ୍ୟ କଥାଗୁଡ଼ିକୁ ଭଲ ଭାବେ ବୁଝିପାରିବେ ?
ଅଧ୍ୟୟନ ୧୦
ସ୍ୱରରେ ପରିବର୍ତ୍ତନ ଆଣିବା
ଆପଣ ସ୍ୱରରେ ପରିବର୍ତ୍ତନ କିପରି ଆଣିବେ ଯାହାଦ୍ୱାରା ଶ୍ରୋତାମାନେ କଥାଗୁଡ଼ିକୁ ସ୍ପଷ୍ଟ ଭାବେ ବୁଝିପାରିବେ ଏବଂ ସେମାନଙ୍କର ଭାବନା ଓ ଆବେଗଗୁଡ଼ିକ ଜାଗ୍ରତ ହେବ ?
ଅଧ୍ୟୟନ ୧୧
ଉତ୍ସାହର ସହିତ କହିବା
ଆପଣ ଉତ୍ସାହର ସହିତ କିପରି କଥା ହୋଇପାରିବେ, ଯାହାଫଳରେ ଶ୍ରୋତାମାନଙ୍କ ମନରେ ଉତ୍ସାହ ଭରିପାରିବେ ଏବଂ ପଦକ୍ଷେପ ନେବା ପାଇଁ ପ୍ରେରିତ କରିପାରିବେ ?
ଅଧ୍ୟୟନ ୧୨
ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି ଦେଖାଇବା
ଆପଣ ଶ୍ରୋତାମାନଙ୍କୁ ପ୍ରକୃତ ସ୍ନେହପୂର୍ଣ୍ଣ ଭାବନା ଓ ସହାନୁଭୂତି କିପରି ଦେଖାଇପାରିବେ ?
ଅଧ୍ୟୟନ ୧୩
ତଥ୍ୟକୁ ଲାଗୁ କରିବାର ଲାଭ ସ୍ପଷ୍ଟ ଭାବେ କହିବା
ଆପଣ କୌଣସି ବିଷୟକୁ କିପରି ଉପସ୍ଥାପନ କରିବେ, ଯାହାଦ୍ୱାରା ଶ୍ରୋତାମାନେ ତଥ୍ୟକୁ ଲାଗୁ କରିବାର ଲାଭ ବୁଝିପାରିବେ ଏବଂ ପଦକ୍ଷେପ ନେବା ପାଇଁ ଉତ୍ସାହିତ ହେବେ ?
ଅଧ୍ୟୟନ ୧୪
ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରିବା
ଆପଣଙ୍କ ମୁଖ୍ୟ କଥାଗୁଡ଼ିକୁ ସ୍ପଷ୍ଟ କରନ୍ତୁ, ଯାହାଫଳରେ ଆପଣଙ୍କ ଶ୍ରୋତାମାନେ ଧ୍ୟାନ ଦେଇ ଶୁଣିପାରିବେ ଏବଂ ବୁଝିପାରିବେ ।
ଅଧ୍ୟୟନ ୧୫
ଦୃଢ଼ ବିଶ୍ୱାସର ସହିତ କହିବା
ଆପଣ ଭାଷଣ ଦେବା ଏବଂ ପ୍ରଚାର କରିବା ସମୟରେ ଦୃଢ଼ ବିଶ୍ୱାସର ସହିତ କିପରି କଥା ହୋଇପାରିବେ ?
ଅଧ୍ୟୟନ ୧୬
ଉତ୍ସାହ ବଢ଼ାଇବା ଓ ସକାରାତ୍ମକ ଦୃଷ୍ଟିକୋଣ ରଖିବା
କଥାବାର୍ତ୍ତା ସମୟରେ ଶ୍ରୋତାମାନଙ୍କ ଉତ୍ସାହ ଓ ମନୋବଳ ବଢ଼ାଇବା ପାଇଁ ଆମକୁ କେଉଁ ତିନୋଟି କଥା ସାହାଯ୍ୟ କରିବ ?
ଅଧ୍ୟୟନ ୧୭
ଅନ୍ୟମାନେ ବୁଝିବା ପାଇଁ ସହଜ କରିବା
ଶ୍ରୋତାମାନଙ୍କୁ ଆପଣଙ୍କ ବାର୍ତ୍ତାର ଅର୍ଥ ବୁଝିବା ପାଇଁ ସାହାଯ୍ୟ କରିବା ବେଳେ ଆପଣ କେଉଁ ଭୁଲ କରିବା ଉଚିତ୍ ନୁହେଁ ?
ଅଧ୍ୟୟନ ୧୮
ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା
ଶ୍ରୋତାମାନଙ୍କୁ ଗଭୀର ଭାବେ ଚିନ୍ତନ କରିବା ପାଇଁ ଏବଂ ସେମାନଙ୍କ ଲାଭ ହେବା ଭଳି କିଛି ଶିଖାଇବା ପାଇଁ ଆପଣ କʼଣ କରିପାରିବେ ?
ଅଧ୍ୟୟନ ୧୯
ହୃଦୟକୁ ଛୁଇଁବାକୁ ଚେଷ୍ଟା କରିବା
ଶ୍ରୋତାମାନେ ସଠିକ୍ ଉଦ୍ଦେଶ୍ୟ ରଖି ପ୍ରତ୍ୟେକ କାମ କରିବା ପାଇଁ ଆପଣ ସେମାନଙ୍କୁ କିପରି ସାହାଯ୍ୟ କରିପାରିବେ ?
ଅଧ୍ୟୟନ ୨୦
ଫଳପ୍ରଦ ସମାପ୍ତି କରିବା
ଆପଣ ମଣ୍ଡଳୀରେ ଭାଷଣ ଦେବା ବେଳେ ବା ପ୍ରଚାର କରିବା ବେଳେ ଶେଷ ଆଡ଼କୁ ନିଜ ଶ୍ରୋତାମାନଙ୍କୁ କʼଣ କରିବା ପାଇଁ ପ୍ରେରିତ କରିପାରିବେ ?
ଆପଣଙ୍କୁ ହୁଏତ ଏହା ବି ଭଲ ଲାଗିବ
ବହି ଓ ପୁସ୍ତିକା
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଏହି ପ୍ରକାଶନକୁ ଏପରି ପ୍ରସ୍ତୁତ କରାଯାଇଛି, ଯାହାଫଳରେ ଆପଣ ଲୋକମାନଙ୍କ ଆଗରେ ପଢ଼ିବା, କଥାବାର୍ତ୍ତା କରିବା ଓ ଶିଖାଇବାର ନିଜ ଦକ୍ଷତାକୁ ବଢ଼ାଇପାରିବେ ।