ଖୁସି ଖବର (୨୦୨୪ ଅଧିବେଶନର ଗୀତ)
(ଲୂକ ୨:୧୦)
୧. ଆକାଶ ଓ ପୃଥିବୀ,
ହେଲେ ଆନନ୍ଦ—
ଯେବେ ମସୀହ ନେଲେ ଜନ୍ମ ।
ଶୁଣ ହେ ଦୁଃଖୀ,
ହୁଅ ଏବେ ଖୁସି ।
(ଘୋଷା)
ଖୁସି ଖବର—
ମିଳିଲା ଆଶା,
ଧନ୍ୟବାଦ୍ ପିତା ।
ଖୁସି ଖବର—
ପ୍ରଚାର୍ କରିବା ।
ଯୀଶୁ ଜୀବନ,
ସତ୍ୟ ଆଉ ପଥ ।
୨. ଯୀଶୁଙ୍କର ରାଜ୍ୟରେ,
ଥିବା ଶାନ୍ତିରେ—
ମିଳିବ ଅନନ୍ତ ଜୀବନ ।
ହେବନି ଅନ୍ତ,
ପୁତ୍ରଙ୍କ ଶାସନ ।
(ଘୋଷା)
ଖୁସି ଖବର—
ମିଳିଲା ଆଶା,
ଧନ୍ୟବାଦ୍ ପିତା ।
ଖୁସି ଖବର—
ପ୍ରଚାର୍ କରିବା ।
ଯୀଶୁ ଜୀବନ,
ସତ୍ୟ ଆଉ ପଥ ।
(ଘୋଷା)
ଖୁସି ଖବର—
ମିଳିଲା ଆଶା,
ଧନ୍ୟବାଦ୍ ପିତା ।
ଖୁସି ଖବର—
ପ୍ରଚାର୍ କରିବା ।
ଯୀଶୁ ଜୀବନ,
ସତ୍ୟ ଆଉ ପଥ ।
(ମାଥି. ୨୪:୧୪; ଯୋହ. ୮:୧୨; ୧୪:୬; ଯିଶା. ୩୨:୧; ୬୧:୨ ମଧ୍ୟ ଦେଖନ୍ତୁ ।)