ହେବ ନାହିଁ ଡେରି (୨୦୨୩ ଅଧିବେଶନର ଗୀତ)
ଡାଉନଲୋଡ୍:
୧. ସୁନ୍ଦର ଧରା, କି ମନୋହରା !
ତୋ ରଚନାକୁ, ଗଢ଼ି ସଜାଇଲ ।
ଯୁଗ ବଦଳେ, ନା ବଦଳୁ ତୁ,
କର ଅପେକ୍ଷା କରିବାକୁ ନୂଆ ।
(ଘୋଷା)
ଆସୁ ପାରଦୀଶ କରୁ ଏ କାମନା ।
ଦେଖିବା ସେ ଦିନକୁ,
ଦିଅନ୍ତୁ ହେ ପିତା, ଧୈର୍ଯ୍ୟ ମୋ ମନକୁ,
ଜାଣୁ ତୁମ ପ୍ରତିଜ୍ଞା,
ହେବନି ଡେରି ।
୨. ସେ ସମୟରେ ବଞ୍ଚିବେ ସବୁ
ଧୈର୍ଯ୍ୟର ପିତା, ରଖୁ ଆମେ ଆଶା
ଦେବ ପ୍ରିୟଙ୍କୁ ଜୀବନ ନୂଆ
କରୁ ଆମକୁ ତୁ ପ୍ରେମ ଅପାର ।
(ଘୋଷା)
ଆସୁ ପାରଦୀଶ କରୁ ଏ କାମନା ।
ଦେଖିବା ସେ ଦିନକୁ,
ଦିଅନ୍ତୁ ହେ ପିତା, ଧୈର୍ଯ୍ୟ ମୋ ମନକୁ,
ଜାଣୁ ତୁମ ପ୍ରତିଜ୍ଞା,
ହେବନି ଡେରି ।
୩. ନମ୍ର ହୃଦୟ ଖୋଜୁଛ ସଦା,
ଧୈର୍ଯ୍ୟ ଧରୁଛ କରିବାକୁ ନିଜ ।
ଖୁସି ମନରେ କରୁ ପ୍ରଚାର,
ଭଲ ସଙ୍ଗତି ପାଉ ତୋ ପାଖରେ ।
(ଘୋଷା)
ଆସୁ ପାରଦୀଶ କରୁ ଏ କାମନା ।
ଦେଖିବା ସେ ଦିନକୁ,
ଦିଅନ୍ତୁ ହେ ପିତା, ଧୈର୍ଯ୍ୟ ମୋ ମନକୁ,
ଜାଣୁ ତୁମ ପ୍ରତିଜ୍ଞା,
ହେବନି ଡେରି ।
ସାହାଯ୍ୟ କର ପିତା ।
(କଲ. ୧:୧୧ ମଧ୍ୟ ଦେଖନ୍ତୁ ।)