ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଚାର କରିବାର ନମୁନା
ପ୍ରଥମ ସାକ୍ଷାତ
ପ୍ରଶ୍ନ: ଆମେ କିପରି ଜାଣୁ ଯେ ଆମ ଦୁଃଖକଷ୍ଟ ଈଶ୍ୱରଙ୍କ ତରଫରୁ ମିଳୁଥିବା ଦଣ୍ଡ ନୁହେଁ ?
ପଦ: ଯାକୁ ୧:୧୩
ଆର ଥରକୁ: ଆମ ଜୀବନରେ ଦୁଃଖକଷ୍ଟ କାହିଁକି ଆସେ ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ:
ପୁନଃସାକ୍ଷାତ
ପ୍ରଶ୍ନ: ଆମ ଜୀବନରେ ଦୁଃଖକଷ୍ଟ କାହିଁକି ଆସେ ?
ପଦ: ୧ଯୋହ ୫:୧୯
ଆର ଥରକୁ: ଆମେ ଦୁଃଖରେ ଥିବା ଦେଖି ଈଶ୍ୱରଙ୍କୁ କିପରି ଲାଗେ ?
ଏହି ପଦ ଶିକ୍ଷା ଉପକରଣ ବକ୍ସରେ ଦେଖନ୍ତୁ: