୧୫-୨୧ ଅଗଷ୍ଟ
୧ ରାଜାବଳୀ ୫-୬
ଗୀତ ୧୨୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସେମାନେ ମନପ୍ରାଣ ଦେଇ କାମ କଲେ”:(୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ରାଜା ୬:୧—ଏହି ପଦରୁ ବାଇବଲ ବିଷୟରେ କʼଣ ଜଣାପଡ଼େ ? (ସଜା-ଇଂ ୫/୧୨ ପୃ ୧୭, ବକ୍ସ)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ରାଜା ୫:୧-୧୨ (ଶିଖାଇବା ଅଧ୍ୟୟନ ୧୨)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାହା ବ୍ୟବହାର କରି କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ପୁନଃସାକ୍ଷାତ: (୪ ମି.) ଏପରି ଜଣେ ବ୍ୟକ୍ତିଙ୍କୁ ଭେଟନ୍ତୁ ଯାହାକୁ ଆପଣ ପୂର୍ବରୁ ଖୁସିଭରା ଜୀବନ ପୁସ୍ତିକା ଦେଇଥିଲେ ଏବଂ ଦେଖାନ୍ତୁ ଯେ ଆମେ ବାଇବଲ ଅଧ୍ୟୟନ କିପରି କରୁ । (ଶିଖାଇବା ଅଧ୍ୟୟନ ୨)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୦୬ ପଏଣ୍ଟ ନଂ. ୫ (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ରାଜ୍ୟଘର ନିର୍ମାଣରେ କରନ୍ତି ଯିହୋବା ସହଯୋଗ: (୧୫ମି.) ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକ ପଚାରନ୍ତୁ: କେଉଁ ଅନୁଭୂତିରୁ ଜଣାପଡ଼େ ଯେ ଯିହୋବା ମାଇକ୍ରୋନେସିଆରେ ନିର୍ମାଣ କାମ ଉପରେ ଆଶିଷ ଦେଲେ ? ନିର୍ମାଣ କାମରେ ପବିତ୍ର ଶକ୍ତି ଭାଇଭଉଣୀମାନଙ୍କ ଉପରେ କିପରି କାମ କରେ ? ଯଦି ଆପଣ କେବେ ନିର୍ମାଣ କାମ କରିଛନ୍ତି, ତେବେ କʼଣ ଆପଣ ଦେଖିଛନ୍ତି ଯେ ଯିହୋବା କିପରି ସାହାଯ୍ୟ କରନ୍ତି ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୧୬
ଶେଷ ଟିପ୍ପଣୀ (୩ ମି.)
ଗୀତ ୨୦ ଏବଂ ପ୍ରାର୍ଥନା