୧୮-୨୪ ଜୁଲାଇ
୨ ଶାମୁୟେଲ ୨୨
ଗୀତ ୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କଠାରୁ ସାହାଯ୍ୟ ନିଅନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ଶାମୁ ୨୨:୩୬—ଯେତେବେଳେ ଦାଉଦ କହିଲେ ଯେ ଯିହୋବାଙ୍କ ନମ୍ରତା ତାଙ୍କୁ ବୃଦ୍ଧିପ୍ରାପ୍ତ କରେ, ତେବେ ତାʼର ଅର୍ଥ କʼଣ ଥିଲା ? (ପ୍ର୧୨-ହି ୧୧/୧୫ ପୃ ୧୭ ¶୭)
ଏ ସପ୍ତାହର ଅଧ୍ୟାୟରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ଶାମୁ ୨୨:୩୩-୫୧ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୩)
ଭାଷଣ: (୫ ମି.) ପ୍ର୦୬-ହି ୯/୧ ପୃ ୯ ¶୭-୮—ବିଷୟ: କʼଣ ଆମ ଉପରେ ଆସୁଥିବା ସବୁ ସମସ୍ୟା ପାଇଁ ଶୟତାନ ଦାୟୀ ଅଟେ ? (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ପରିତ୍ରାଣରେ ଆନନ୍ଦିତ ହୁଅ: (୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଶ୍ରୀଲଙ୍କାରେ ଯୁଦ୍ଧ ସମୟରେ ଯିହୋବା ଭାଇ ଗଣେଶାଲିଙ୍ଗମ୍ଙ୍କ ପରିବାରର କିପରି ଯତ୍ନ ନେଲେ ? ଏହି ଅନୁଭୂତିରୁ ଆପଣଙ୍କ ବିଶ୍ୱାସ କିପରି ବଢ଼େ ?
ମଣ୍ଡଳୀର ଆବଶ୍ୟକତା: (୧୦ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ଭାଗ ୧ରେ ଆପଣ କʼଣ ଶିଖିଲେ ?
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୦ ଏବଂ ପ୍ରାର୍ଥନା