୮-୧୪ ଜୁଲାଇ
ଗୀତସଂହିତା ୬୦–୬୨
ଗୀତ ୨ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
୧. ଯିହୋବା ଆମର ସୁରକ୍ଷା କରନ୍ତି ଓ ଅଟଳ ରହିବା ପାଇଁ ସାହାଯ୍ୟ କରନ୍ତି
(୧୦ ମି.)
ଯିହୋବା ଜଣେ ଦୃଢ଼ ଦୁର୍ଗ ସ୍ୱରୂପ ଅଟନ୍ତି (ଗୀତ ୬୧:୩; ଇନସାଇଟ୍-୨ ପୃ ୧୧୧୮ ¶୭)
ଯିହୋବା ଆମକୁ ନିଜ ତମ୍ବୁରେ ଅତିଥି ଭାବେ ରହିବା ପାଇଁ ଦିଅନ୍ତି (ଗୀତ ୬୧:୪; ଇନସାଇଟ୍-୨ ପୃ ୧୦୮୪ ¶୮)
ଯିହୋବା ଚଟାଣ ଭଳି ଅଟନ୍ତି (ଗୀତ ୬୨:୨; ପ୍ର୦୨-ହି ୪/୧୫ ପୃ ୧୬ ¶୧୪)
ନିଜକୁ ପଚାରନ୍ତୁ: ‘ଯିହୋବାଙ୍କୁ ଜାଣିବା ଓ ତାଙ୍କ ଉପରେ ଭରସା କରିବା ଯୋଗୁଁ ମୋ ଜୀବନ କିପରି ବଢ଼ିଆ ହୋଇଯାଇଛି ?’
୨. ବହୁମୂଲ୍ୟ ରତ୍ନ
(୧୦ ମି.)
ଗୀତ ୬୨:୧୧—‘ପରାକ୍ରମ ବା ଶକ୍ତି ପରମେଶ୍ୱରଙ୍କର ଅଟଇ,’ ଏହାର ଅର୍ଥ କʼଣ ? (ପ୍ର୦୬-ହି ୬/୧ ପୃ ୧୧ ¶୬)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଆଉ କʼଣ କ’ଣ ଶିଖିଲେ ?
୩. ବାଇବଲ ପଠନ
(୪ ମି.) ଗୀତ ୬୦:୧–୬୧:୮ (ଶିଖାଇବା ଅଧ୍ୟୟନ ୧୦)
୪. କଥାବାର୍ତ୍ତା ଆରମ୍ଭ କରିବା
(୩ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ଜଣେ ଏପରି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ଆରମ୍ଭ କରନ୍ତୁ ଯିଏ ଆପଣଙ୍କ ସହ ଭଲଭାବେ କଥା ହେଲେ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)
୫. ପୁଣିଥରେ ଭେଟିବା ସମୟରେ
(୪ ମି.) ଘର ଘର ପ୍ରଚାର । ଘରମାଲିକଙ୍କୁ JW ଲାଇବ୍ରେରୀ ଆପ୍ ବିଷୟରେ ଜଣାନ୍ତୁ ଏବଂ କହନ୍ତୁ ଯେ ସେ ଏହାକୁ କିପରି ଡାଉନଲୋଡ୍ କରିପାରିବେ । (ଲୋକଙ୍କୁ ପ୍ରେମ ପାଠ ୭ ପଏଣ୍ଟ ନଂ. ୪)
୬. ଭାଷଣ
(୫ ମି.) ପ୍ର୨୨.୦୨-ହି ପୃ ୪-୫ ¶୭-୧୦—ଭାଷଣ: ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଏବଂ ନିର୍ଦ୍ଦେଶ ମାନନ୍ତୁ । (ଶିଖାଇବା ଅଧ୍ୟୟନ ୨୦)
ଗୀତ ୧୨
୭. କୌଣସି ବି ଜିନିଷ ଆମକୁ ‘ଈଶ୍ୱରଙ୍କ ପ୍ରେମରୁ ଅଲଗା କରିପାରିବ ନାହିଁ‘
(୧୦ ମି.) ଆଲୋଚନା ।
ଭିଡିଓ ଦେଖାନ୍ତୁ । ତାʼପରେ ଲୋକମାନଙ୍କୁ ପଚାରନ୍ତୁ:
ଯେବେ ଭାଇ ନିରିଣ୍ଡାଙ୍କ ଉପରେ ଅତ୍ୟାଚାର କରାଗଲା, ତେବେ ଯିହୋବା କେଉଁ ଉପାୟରେ ତାଙ୍କୁ ସାହାଯ୍ୟ କଲେ ?
୮. ଯିହୋବାଙ୍କ ମିତ୍ର ହୁଅ—ବାପ୍ତିସ୍ମ ନେବା ପାଇଁ ମୋତେ କʼଣ କରିବାକୁ ପଡ଼ିବ ?
(୫ ମି.) ଆଲୋଚନା । ଭିଡିଓ ଦେଖାନ୍ତୁ । ତାʼପରେ, ଯଦି ସମ୍ଭବ କିଛି ଛୋଟ ପିଲାଙ୍କୁ ପଚାରନ୍ତୁ: ବାପ୍ତିସ୍ମ ନେବା ପାଇଁ ବୟସ ଅପେକ୍ଷା କʼଣ ଅଧିକ ମହତ୍ତ୍ୱ ରଖେ ? ବାପ୍ତିସ୍ମ ନେବା ପାଇଁ କʼଣ କରିବାକୁ ପଡ଼ିବ ?
୯. ମଣ୍ଡଳୀର ବାଇବଲ ଅଧ୍ୟୟନ
(୩୦ ମି.) ପ୍ର୨୧.୧୨-ହି ଅଧ୍ୟୟନ ଲେଖା ୪୯ ¶୧୧-୧୮