इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ କେବେ ବି ଛାଡ଼ନ୍ତୁ ନାହିଁ

ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ କେବେ ବି ଛାଡ଼ନ୍ତୁ ନାହିଁ

ଆୟୁବଙ୍କ ସମ୍ପର୍କୀୟମାନେ ତାଙ୍କ ସହ କୌଣସି ସମ୍ପର୍କ ରଖିଲେ ନାହିଁ (ଆୟୁ ୧୯:୧୩)

ଛୋଟ ପିଲାମାନେ ଓ ଆୟୁବଙ୍କ ଦାସମାନେ ମଧ୍ୟ ତାଙ୍କର ଆଦର କଲେ ନାହିଁ (ଆୟୁ ୧୯:୧୬, ୧୮)

ଆୟୁବଙ୍କ ପ୍ରକୃତ ସାଙ୍ଗମାନେ ମଧ୍ୟ ତାଙ୍କ ବିରୁଦ୍ଧରେ ହୋଇଗଲେ (ଆୟୁ ୧୯:୧୯)

ନିଜକୁ ପଚାରନ୍ତୁ, ‘ଯେବେ କୌଣସି ଭାଇ କିମ୍ବା ଭଉଣୀ ସମସ୍ୟାର ସାମନା କରନ୍ତି, ତେବେ ମଧ୍ୟ ମୁଁ ନିଜ ପ୍ରେମ କିପରି ଦେଖାଇପାରିବି ?’—ହିତୋ ୧୭:୧୭; ପ୍ର୨୨.୦୧-ହି ପୃ ୧୬ ¶୯; ପ୍ର୨୧.୦୯-ହି ପୃ ୩୦ ¶୧୬; ପ୍ର୯୧-ହି ୫/୧ ପୃ ୧୪-୧୫ ¶୨୦.