୮-୧୪ ମାର୍ଚ୍ଚ
ଗଣନା ପୁସ୍ତକ ୯-୧୦
ଗୀତ ୩୧ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବା ନିଜ ଲୋକମାନଙ୍କୁ କିପରି ମାର୍ଗଦର୍ଶନ କରନ୍ତି ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୯:୧୩ —ଏହି ନିୟମରୁ ଖ୍ରୀଷ୍ଟିୟାନମାନେ କʼଣ ଶିଖନ୍ତି ? (ଇନସାଇଟ୍-୧ ପୃ ୧୯୯ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୧୦:୧୭-୩୬ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ସ୍ମାରକ ନିମନ୍ତ୍ରଣ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଯଦି ବ୍ୟକ୍ତି ଜଣକ ଆଗ୍ରହ ଦେଖାନ୍ତି, ତେବେ ତାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଭିଡିଓର କିଛି ମୁଖ୍ୟ କଥା ବିଷୟରେ କୁହନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ପୁନଃସାକ୍ଷାତ: (୩ ମି.) ଆପଣଙ୍କ ଜଣେ ସହକର୍ମୀ କିମ୍ବା ସହପାଠୀଙ୍କୁ ସ୍ମାରକକୁ ନିମନ୍ତ୍ରଣ କରନ୍ତୁ, ଯାହାଙ୍କୁ ଆପଣ ପୂର୍ବେ ସାକ୍ଷ୍ୟ ଦେଇଥିଲେ । (ଶିଖାଇବା ଅଧ୍ୟୟନ ୨)
ବାଇବଲ ଅଧ୍ୟୟନ: (୫ ମି.) ଆମକୁ ଶିଖାଏ ପୃ ୨୧୪, ଅଧିକ ବିବରଣୀ ୧୬—ଆପଣଙ୍କ ବିଦ୍ୟାର୍ଥୀଙ୍କୁ ସ୍ମାରକକୁ ନିମନ୍ତ୍ରଣ କରନ୍ତୁ । ତାଙ୍କୁ ବୁଝାନ୍ତୁ ଯେ ସେ ସ୍ମାରକରେ କାହିଁକି ରୋଟୀ ଖାଇବା କିମ୍ବା ଦ୍ରାକ୍ଷାରସ ପିଇବା ଉଚିତ୍ ନୁହେଁ । (ଶିଖାଇବା ଅଧ୍ୟୟନ ୧୭)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ବୈଥେଲରେ ପରିବର୍ତ୍ତନ ଯୋଗୁଁ ପ୍ରଚାର କାମରେ ଉନ୍ନତି: (୧୦ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ୨୦୧୫ର ବାର୍ଷିକ ସଭାରେ କେଉଁ ପରିବର୍ତ୍ତନଗୁଡ଼ିକ ବିଷୟରେ ଘୋଷଣା କରାଯାଇଥିଲା ? ଏହି ପରିବର୍ତ୍ତନ କରିବାର ଦୁଇଟି କାରଣ କʼଣ ? ବୈଥେଲରେ କʼଣ କʼଣ ପରିବର୍ତ୍ତନ କରାଗଲା ? ଏଥିରୁ କʼଣ ଲାଭ ହୋଇଛି ? ଏହି ଘୋଷଣା ପରେ ବ୍ରିଟେନରେ ନୂଆ ଶାଖା କାର୍ଯ୍ୟାଳୟ ନିର୍ମାଣ କରିବାର ଯୋଜନାରେ କʼଣ କʼଣ ପରିବର୍ତ୍ତନ କରାଗଲା ? ଏହି ପରିବର୍ତ୍ତନଗୁଡ଼ିକରୁ କିପରି ପ୍ରମାଣିତ ହୁଏ ଯେ ଯିହୋବା ନିଜ ଲୋକମାନଙ୍କୁ ମାର୍ଗଦର୍ଶନ କରୁଛନ୍ତି ?
ଆମେ ବୈଥେଲକୁ କାହିଁକି ଆସିଲୁ: (୫ ମି.) ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ପ୍ରେମରେ ସ୍ଥିର ଅଧ୍ୟା ୧୭ ¶୧-୧୦
ଶେଷ ଟିପ୍ପଣୀ (୩ ମି.)
ଗୀତ ୩୧ ଏବଂ ପ୍ରାର୍ଥନା