इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୧୦-୧୬ ମାର୍ଚ୍ଚ

ହିତୋପଦେଶ ୪

୧୦-୧୬ ମାର୍ଚ୍ଚ

ଗୀତ ୩୬ ଏବଂ ପ୍ରାର୍ଥନା | ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଶତ୍ରୁମାନଙ୍କୁ ଆସିବାର ଦେଖି ପ୍ରହରୀ ଓ ଦ୍ୱାରପାଳମାନେ ତୁରନ୍ତ ପଦକ୍ଷେପ ନେଉଛନ୍ତି ।

୧. “ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ”

(୧୦ ମି.)

‘ହୃଦୟର’ ଅର୍ଥ ହେଉଛି, ଆମର ଗୁପ୍ତ ସ୍ୱଭାବ (ଗୀତ ୫୧:୬; ପ୍ର୧୯.୦୧-ହି ପୃ ୧୫ ¶୪)

ଏହାକୁ ଯତ୍ନ କରିବା ବହୁତ ଜରୁରୀ (ହିତୋ ୪:୨୩କ; ପ୍ର୧୯.୦୧-ହି ପୃ ୧୭ ¶୧୦-୧୧; ପୃ ୧୮ ¶୧୪; ଚିତ୍ର ଦେଖନ୍ତୁ)

ଆମର ଜୀବନ ଆମ ହୃଦୟ ଉପରେ ନିର୍ଭର କରେ (ହିତୋ ୪:୨୩ଖ; ପ୍ର୧୨-ଇଂ ୫/୧ ପୃ ୩୨ ¶୨)

୨. ବହୁମୂଲ୍ୟ ରତ୍ନ

(୧୦ ମି.)

  • ହିତୋ ୪:୫-୭—ଏହି ପଦରେ କୁହାଯାଇଥିବା “ଜ୍ଞାନ” [“ବୁଦ୍ଧି,” NWT] କିପରି ଆମକୁ ସାହାଯ୍ୟ କରେ ? (ସ.ପୁ୨୩.୦୩ ପୃ ୧୧ ¶୧)

  • ଏ ସପ୍ତାହର ଅଧ୍ୟାୟରୁ ଆପଣ ଆଉ କʼଣ କ’ଣ ଶିଖିଲେ ?

୩. ବାଇବଲ ପଠନ

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

୪. କଥାବାର୍ତ୍ତା ଆରମ୍ଭ କରିବା

(୩ ମି.) ଘର ଘର ପ୍ରଚାର । ଆପଣ ଘରମାଲିକଙ୍କୁ ସ୍ମାରକର ନିମନ୍ତ୍ରଣ ପତ୍ର ଦିଅନ୍ତି ଓ ସେ ସେବିଷୟରେ ଆହୁରି ଜାଣିବା ପାଇଁ ଚାହାନ୍ତି । (ଲୋକଙ୍କୁ ପ୍ରେମ ପାଠ ୧ ପଏଣ୍ଟ ନଂ. ୫)

୫. କଥାବାର୍ତ୍ତା ଆରମ୍ଭ କରିବା

(୪ ମି.) ସୁଯୋଗ ଦେଖି ସାକ୍ଷ୍ୟ ଦେବା । ନିଜ ଚିହ୍ନା ପରିଚିତ ବ୍ୟକ୍ତିକୁ ସ୍ମାରକ ସମାରୋହ ପାଇଁ ଡାକନ୍ତୁ । (ଲୋକଙ୍କୁ ପ୍ରେମ ପାଠ ୨ ପଏଣ୍ଟ ନଂ. ୩)

୬. ଅନ୍ୟକୁ ନିଜ ବିଶ୍ୱାସ ବିଷୟରେ ବୁଝାଇବା

(୫ ମି.) ପ୍ରଦର୍ଶନୀ । ବାରମ୍ବାର ପଚରାଯାଉଥିବା ପ୍ରଶ୍ନ (ହିନ୍ଦୀ) ୧୯—ବିଷୟ: ଯିହୋବାଙ୍କ ସାକ୍ଷୀମାନେ କାହିଁକି ଇଷ୍ଟର ପାଳନ କରନ୍ତି ନାହିଁ ? (ଲୋକଙ୍କୁ ପ୍ରେମ ପାଠ ୩ ପଏଣ୍ଟ ନଂ. ୪)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଗୀତ ୧୬

୭. ସଂଗଠନକୁ ମିଳିଥିବା ସଫଳତା

(୧୦ ମି.) ମାର୍ଚ୍ଚ ମାସର ଭିଡିଓ ଦେଖାନ୍ତୁ

୮. ଶନିବାର, ୧୫ ମାର୍ଚ୍ଚରୁ ସ୍ମାରକ ନିମନ୍ତ୍ରଣ ଅଭିଯାନ ଆରମ୍ଭ ହେବ

(୫ ମି.) ସେବା ଅଧ୍ୟକ୍ଷଙ୍କ ଭାଷଣ । ତାʼପରେ କହନ୍ତୁ ଯେ ଏହି ଅଭିଯାନ ଚଲାଇବା ଏବଂ ବିଶେଷ ଭାଷଣ ଓ ସ୍ମାରକ ପାଇଁ କʼଣ କʼଣ ବ୍ୟବସ୍ଥା କରାଯାଇଛି । ସମସ୍ତଙ୍କୁ ମାର୍ଚ୍ଚ ଓ ଏପ୍ରିଲ୍‌ ମାସରେ ପ୍ରଚାର ସେବାରେ ଅଧିକରୁ ଅଧିକ ଭାଗ ନେବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ ।

୯. ମଣ୍ଡଳୀର ବାଇବଲ ଅଧ୍ୟୟନ

ଶେଷ ଟିପ୍ପଣୀ (୩ ମି.) | ଗୀତ ୭୬ ଏବଂ ପ୍ରାର୍ଥନା