इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣଙ୍କ ମାନତ ପୂରଣ କରନ୍ତୁ

ଆପଣଙ୍କ ମାନତ ପୂରଣ କରନ୍ତୁ

ଇସ୍ରାଏଲୀୟମାନେ ନିଜ ଇଚ୍ଛା ଅନୁସାରେ ମାନତ କରିପାରୁଥିଲେ । ମାନତ କଲେ ତାକୁ ପୂରା କରିବା ଜରୁରୀ ଥିଲା (ଗଣ ୩୦:୨; ଇନସାଇଟ୍‌-୨ ପୃ ୧୧୬୨)

ସେମାନେ ଏପରି ବିଷୟଠାରୁ ଦୂରେଇ ରହିବା ପାଇଁ ମାନତ କରୁଥିଲେ, ଯାହା ବ୍ୟବସ୍ଥା ଅନୁସାରେ ଭୁଲ ନ ଥିଲା (ଗଣ ୩୦:୩, ୪; ଇନସାଇଟ୍‌-୨ ପୃ ୧୧୬୨)

ଯିହୋବା ଆଜି ନିଜ ପ୍ରତ୍ୟେକ ସେବକଙ୍କୁ ସେମାନେ କରିଥିବା ମାନତ ପାଇଁ ସେମାନଙ୍କୁ ହିଁ ଦାୟୀ କରନ୍ତି (ଗଣ ୩୦:୬-୯; ପ୍ର୦୪-ହି ୮/୧ ପୃ ୨୭ ¶୪)

ଖ୍ରୀଷ୍ଟିୟାନମାନଙ୍କର ଦୁଇଟି ମାନତ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଗୋଟିଏ ହେଉଛି ସମର୍ପଣର ପ୍ରତିଜ୍ଞା ଏବଂ ଦ୍ୱିତୀୟଟି ବିବାହର ଶପଥ ।

ନିଜକୁ ପଚାରନ୍ତୁ, ‘ମୁଁ ଯେଉଁ ମାନତ କରିଛି, ତାହା କʼଣ ମୁଁ ପୂରଣ କରୁଛି ?’