୧୪-୨୦ ଜୁନ୍
ଦ୍ୱିତୀୟ ବିବରଣ ୫-୬
ଗୀତ ୧୩୪ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କୁ ପ୍ରେମ କରିବା ନିଜ ପିଲାଙ୍କୁ ଶିଖାନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୫:୨୧—‘ତୁମ୍ଭେ ଲୋଭ କରିବ ନାହିଁ,’ ଏହି ନିୟମରୁ ଆମେ କʼଣ ଶିଖୁ ? (ପ୍ର୧୯.୦୨-ହି ପୃ ୨୨ ¶୧୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୫:୧-୨୧ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକୁ ପଚାରନ୍ତୁ ଯେ କʼଣ ସେ ବାଇବଲ ଅଧ୍ୟୟନ କରିବାକୁ ଚାହିଁବେ । ତାʼପରେ ବାଇବଲ ଅଧ୍ୟୟନ କିପରି ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକ ଯେଉଁ ବିଷୟରେ ଆଗ୍ରହ ଦେଖାନ୍ତି, ସେ ଅନୁସାରେ କଥା ଆଗକୁ ବଢ଼ାନ୍ତୁ ଏବଂ କୌଣସି ପଦ ଦେଖାନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ବାଇବଲ ଅଧ୍ୟୟନ: (୫ ମି.) ଖୁସିର ଖବର ପାଠ ୯ ¶୬-୭ (ଶିଖାଇବା ଅଧ୍ୟୟନ ୮)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ପରିବାରରେ ପରସ୍ପରକୁ ପ୍ରେମ କରନ୍ତୁ”: (୧୫ ମି.) ଆଲୋଚନା; ନିଜ ପରିବାରକୁ ପ୍ରେମ କରିବା ଜାରି ରଖନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଶୁଣ ଓ ଜୀବନ ପାଅ ଭାଗ ୫ ଓ ୬, ପୃ ୧୨-୧୫
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୧୮ ଏବଂ ପ୍ରାର୍ଥନା