୧୭-୨୩ ମେ
ଗଣନା ପୁସ୍ତକ ୩୨-୩୩
ଗୀତ ୧୪୨ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରି ଦେବ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଗଣ ୩୩:୫୪—ଇସ୍ରାଏଲର ସମସ୍ତ ଗୋଷ୍ଠୀଗୁଡ଼ିକ ମଧ୍ୟରେ ଜମି କିପରି ବଣ୍ଟାଗଲା ? (ଇନସାଇଟ୍-୧ ପୃ ୩୫୯ ¶୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଗଣ ୩୨:୨୮-୪୨ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ —ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ”: (୧୦ ମି.) ଆଲୋଚନା; ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଦୃଷ୍ଟାନ୍ତ ଦେଇ ମୁଖ୍ୟ କଥାଗୁଡ଼ିକୁ ଶିଖାନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ଭାଷଣ: (୫ ମି.) ପ୍ର୦୯-ଇଂ ୧୦/୧ ପୃ ୩୦, ବକ୍ସ —ବିଷୟବସ୍ତୁ: ଯିହୋବା ଇସ୍ରାଏଲୀୟମାନଙ୍କୁ ଯୁଦ୍ଧରେ କାହିଁକି ଜୟ କରାଉଥିଲେ ? (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାର ଭାଗ ୮
ଶେଷ ଟିପ୍ପଣୀ (୩ ମି.)
ଗୀତ ୩୩ ଏବଂ ପ୍ରାର୍ଥନା