୩୧ ମେ–୬ ଜୁନ୍
ଦ୍ୱିତୀୟ ବିବରଣ ୧-୨
ଗୀତ ୧୨୫ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପରମେଶ୍ୱରଙ୍କ ତରଫରୁ ବିଚାର କରନ୍ତୁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୧:୧୯; ୨:୭ —ଯତେବେଳେ ଇସ୍ରାଏଲୀୟମାନେ ୪୦ ବର୍ଷ ‘ବିସ୍ତୀର୍ଣ୍ଣ ଓ ଭୟଙ୍କର ପ୍ରାନ୍ତରରେ’ ଯାତ୍ରା କଲେ, ଯିହୋବା ସେମାନଙ୍କର କିପରି ଯତ୍ନ ନେଲେ ? (ପ୍ର୧୩-ହି ୯/୧୫ ପୃ ୯ ¶୯)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୧:୧-୧୮ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ଘରମାଲିକଙ୍କୁ ସଭା ପାଇଁ ନିମନ୍ତ୍ରଣ ପତ୍ର ଦିଅନ୍ତୁ । ତାʼପରେ ରାଜ୍ୟଘରେ କʼଣ ହୁଏ ? ଭିଡିଓ ଦେଖାନ୍ତୁ (କିନ୍ତୁ ଚଲାନ୍ତୁ ନାହିଁ) ଏବଂ ଆଲୋଚନା କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ଭାଷଣ: (୫ ମି.) ପ୍ର୧୩-ହି ୮/୧୫ ପୃ ୧୧ ¶୭—ବିଷୟବସ୍ତୁ: ନିରାଶ କରୁଥିବା କଥାଗୁଡ଼ିକ କୁହନ୍ତୁ ନାହିଁ ଏବଂ ଶୁଣନ୍ତୁ ନାହିଁ (ଶିଖାଇବା ଅଧ୍ୟୟନ ୧୩)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଏହି ‘ଶେଷକାଳର’ ଶେଷକାଳରେ ପ୍ରସ୍ତୁତ ରହନ୍ତୁ”: (୧୫ ମି.) ଜଣେ ପ୍ରାଚୀନଙ୍କ ଦ୍ୱାରା ଆଲୋଚନା । ପ୍ରାକୃତିକ ବିପତ୍ତିର ସାମନା କରିବାକୁ କʼଣ ଆପଣ ପ୍ରସ୍ତୁତ ଅଛନ୍ତି ? ନାମକ ଭିଡିଓ ଦେଖାନ୍ତୁ । ଏବିଷୟରେ ଯଦି ଶାଖା କାର୍ଯ୍ୟାଳୟ ଓ ପ୍ରାଚୀନମାନଙ୍କ ସମୂହ କିଛି ପରାମର୍ଶ ଦେଇଛନ୍ତି, ତେବେ ସେଗୁଡ଼ିକୁ ଦୋହରାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଶୁଣ ଓ ଜୀବନ ପାଅ ଉପକ୍ରମ, ଭାଗ ୧ ଓ ୨, ପୃ ୨-୭
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୧ ଏବଂ ପ୍ରାର୍ଥନା