୩-୯ ମେ
ଗଣନା ପୁସ୍ତକ ୨୭-୨୯
ଗୀତ ୧୦୬ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କ ଭଳି ହୁଅନ୍ତୁ ଓ ଭେଦଭାବ କରନ୍ତୁ ନାହିଁ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ବାଇବଲ ପଠନ: (୪ ମି.) ଗଣ ୨୮:୧୧-୩୧ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପ୍ରଥମ ସାକ୍ଷାତ: ଈଶ୍ୱରଙ୍କ ଉଦ୍ଦେଶ୍ୟ—ଆଦି ୧:୨୮ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୪)
ଭାଷଣ: (୫ ମି.) ପ୍ର୦୭-ଇଂ ୪/୧ ପୃ ୧୭-୧୮—ବିଷୟବସ୍ତୁ: ଯିହୋବା କେଉଁ ପ୍ରକାରର ପେୟ ନୈବେଦ୍ୟ ବା ଦ୍ରାକ୍ଷାରସ ଓ ବଳିଦାନକୁ ସ୍ୱୀକାର କରୁଥିଲେ ? (ଶିଖାଇବା ଅଧ୍ୟୟନ ୧୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ଯିହୋବାଙ୍କ ମିତ୍ର ହୁଅ—ସମସ୍ତଙ୍କୁ ପ୍ରେମ କର: (୬ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ, ଯଦି ସମ୍ଭବ କିଛି ଛୋଟ ପିଲାଙ୍କୁ ମଞ୍ଚ ଉପରକୁ ଡାକନ୍ତୁ ଏବଂ ସେମାନଙ୍କୁ ପଚାରନ୍ତୁ: ସ୍କୁଲରେ ପିଲାମାନେ ପ୍ରିୟାଙ୍କ ସହ କାହିଁକି ଖରାପ ବ୍ୟବହାର ଦେଖାଇଲେ ? ରିଙ୍କି ପ୍ରିୟାଙ୍କ ସହ କିପରି ପ୍ରେମର ସହ ବ୍ୟବହାର ଦେଖାଇଲେ ? ଆପଣ କିପରି ଅନ୍ୟ ଅଞ୍ଚଳର ଲୋକମାନଙ୍କୁ ପ୍ରେମ କରିପାରିବେ ?
ପ୍ରକୃତ ସାଙ୍ଗ କାହାକୁ କହନ୍ତି ?: (୯ ମି.) ଆଲୋଚନା; ହ୍ୱାଇଟ୍ବୋର୍ଡ କାର୍ଟୁନ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ପ୍ରକୃତ ସାଙ୍ଗ କାହାକୁ କହନ୍ତି ? ଆପଣ ପ୍ରକୃତ ସାଙ୍ଗ କିପରି ବାଛିପାରିବେ ? ବର୍ତ୍ତମାନ ଯିଏ ଆପଣଙ୍କ ସାଙ୍ଗ ଅଟନ୍ତି ତାଙ୍କ ସହ ଆପଣ ନିଜ ସମ୍ପର୍କ କିପରି ବଢ଼ାଇପାରିବେ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ସୁଖୀ ପରିବାର ଭାଗ ୬
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୪୧ ଏବଂ ପ୍ରାର୍ଥନା