୭-୧୩ ଜୁନ୍
ଦ୍ୱିତୀୟ ବିବରଣ ୩-୪
ଗୀତ ୯୮ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଯିହୋବାଙ୍କ ନିୟମଗୁଡ଼ିକୁ ମାନିବା ହିଁ ବୁଦ୍ଧିର କାମ”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଦ୍ୱିବି ୪:୨୩—କʼଣ ଏହି ଆଜ୍ଞାର ଅର୍ଥ ଏଇୟା ଯେ ସାଜସଜ୍ଜାର ଜିନିଷଗୁଡ଼ିକ ତିଆରି କରିବା ମଧ୍ୟ ଭୁଲ ଅଟେ ? (ପ୍ର୦୪-ହି ୯/୧୫ ପୃ ୨୫ ¶୩)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଦ୍ୱିବି ୧:୧-୧୩ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
“ପ୍ରଚାର ସେବାରେ ଆହୁରି ଖୁସି ପାଆନ୍ତୁ —ଉତ୍ସାହର ସହ ଶିଖାନ୍ତୁ”: (୧୦ ମି.) ଆଲୋଚନା; ଶିଷ୍ୟ କରିବାର କାମରେ ଖୁସି ପାଆନ୍ତୁ—ନିଜ ଦକ୍ଷତା ବଢ଼ାନ୍ତୁ—ଉତ୍ସାହର ସହ ଶିଖାନ୍ତୁ ନାମକ ଭିଡିଓ ଦେଖାନ୍ତୁ ।
ବାଇବଲ ଅଧ୍ୟୟନ: (୫ ମି.) ଖୁସିର ଖବର ପାଠ ୫ ¶୧-୨ (ଶିଖାଇବା ଅଧ୍ୟୟନ ୧୧)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଶୁଣ ଓ ଜୀବନ ପାଅ ଭାଗ ୩ ଓ ୪, ପୃ ୮-୧୧
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୪୨ ଏବଂ ପ୍ରାର୍ଥନା