इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ

ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ

ଗିବିୟୋନ୍‌ ଓ ଇସ୍ରାଏଲ ସହ ଯୁଦ୍ଧ କରିବା ପାଇଁ ପାଞ୍ଚ ରାଜା ଏକାଠି ହେଲେ (ଯିହୋ ୧୦:୫; ଇନସାଇଟ୍‌-୧ ପୃ ୫୦)

ଯିହୋବା ସେସମସ୍ତଙ୍କୁ ପରାସ୍ତ କଲେ (ଯିହୋ ୧୦:୧୦, ୧୧; ଇନସାଇଟ୍‌-୧ ପୃ ୧୦୨୦)

ଯିହୋବା ଏପରି କିଛି କଲେ ଯେ ସୂର୍ଯ୍ୟ ଗୋଟିଏ ଜାଗାରେ ହିଁ ଅଟକି ରହିଲା (ଯିହୋ ୧୦:୧୨-୧୪; ପ୍ର୦୪-ହି ୧୨/୧ ପୃ ୧୧ ¶୧)

ଆମକୁ ନିର୍ଯ୍ୟାତନା ଦିଆଯିବା ସମୟରେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ ସାହାଯ୍ୟ କରିବେ, ଯାହାଫଳରେ ଆମେ ତାହାଙ୍କୁ ଛାଡ଼ିବା ନାହିଁ । ଯିହୋବା ଆମ ସହ ଅଛନ୍ତି । ତେଣୁ କୌଣସି ସରକାର ଆମକୁ ତାହାଙ୍କ ଉପାସନା କରିବା ପାଇଁ ରୋକିପାରିବେ ନାହିଁ ।