୧୩-୧୯ ସେପ୍ଟେମ୍ବର
ଯିହୋଶୂୟ ୧-୨
ଗୀତ ୯୭ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ସଫଳତା ପାଇବା ପାଇଁ କʼଣ କରିବା ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
ଯିହୋ ୨:୪, ୫—ରାହାବ ରାଜାର ଲୋକମାନଙ୍କୁ କାହିଁକି ଠିକ୍ ଠିକ୍ କଥା ଜଣାଇଲେ ନାହିଁ ? (ପ୍ର୦୪-ହି ୧୨/୧ ପୃ ୯ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ଯିହୋ ୨:୧-୧୬ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୫ ମି.) ଆଲୋଚନା; ପୁନଃସାକ୍ଷାତ: ବାଇବଲ—ଆୟୁ ୨୬:୭ ଭିଡିଓ ଦେଖାନ୍ତୁ । ଯେତେବେଳେ ଭିଡିଓରେ ପ୍ରଶ୍ନଗୁଡ଼ିକ ଆସେ, ଭିଡିଓକୁ ପଜ୍ କରନ୍ତୁ ଏବଂ ସେହି ପ୍ରଶ୍ନ ପଚାରନ୍ତୁ ।
ପୁନଃସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୧)
ପୁନଃସାକ୍ଷାତ: (୫ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ପୁସ୍ତିକା ଦିଅନ୍ତୁ ଏବଂ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ବୁଝିବିଚାରି କାମ କରିବାର ଶକ୍ତିକୁ ତାଲିମ ଦେବା ଜାରି ରଖନ୍ତୁ”: (୧୫ ମି.) ଆଲୋଚନା; “ଉତ୍ତମ ବିବେକ ରଖନ୍ତୁ” ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୫, ପ୍ରଶ୍ନ ୪-୫, ପୃ ୧୧
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୪୦ ଏବଂ ପ୍ରାର୍ଥନା