୨୪-୩୦ ଅକ୍ଟୋବର
୨ ରାଜାବଳୀ ୧-୨
ଗୀତ ୭୯ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପ୍ରଶିକ୍ଷଣ ବିଷୟରେ ବଢ଼ିଆ ଶିକ୍ଷା”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୨ରାଜା ୨:୧୧—ଯେବେ ଏଲୀୟ “ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ”, ତେବେ ପ୍ରକୃତରେ ସେ କେଉଁଠି ଗଲେ ? (ପ୍ର୦୫-ହି ୮/୧ ପୃ ୯ ¶୧)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୨ରାଜା ୨:୧-୧୦ (ଶିଖାଇବା ଅଧ୍ୟୟନ ୧୦)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୧୩)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୭: ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଏବଂ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୧୪)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ଖାସ୍ କଥା”: (୧୫ ମି.) ଆଲୋଚନା; ଜଣେ ଏପରି ପ୍ରଚାରକଙ୍କ ସାକ୍ଷାତ୍କାର ନିଅନ୍ତୁ, ଯିଏ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ କାହାରି ଅଧ୍ୟୟନ ଚଲାଉଛନ୍ତି । ତାଙ୍କୁ ପଚାରନ୍ତୁ: ଏହି ବହିର କେଉଁ କଥା ଆପଣଙ୍କୁ ଭଲ ଲାଗିଲା ? ଯେବେ ଆପଣ ନିଜ ବିଦ୍ୟାର୍ଥୀଙ୍କୁ ଏଥିରେ ଥିବା ଭିଡିଓ ଦେଖାନ୍ତି ଏବଂ ତାଙ୍କ ମନର କଥା ଜାଣିବା ପାଇଁ ଯେଉଁ ପ୍ରଶ୍ନ ଦିଆଯାଇଛି ତାହା ପଚାରନ୍ତି, ତେବେ ତାଙ୍କୁ କିପରି ଲାଗେ ?
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୨୪
ଶେଷ ଟିପ୍ପଣୀ (୩ ମି.)
ଗୀତ ୬୬ ଏବଂ ପ୍ରାର୍ଥନା