୨୬ ସେପ୍ଟେମ୍ବର–୨ ଅକ୍ଟୋବର
୧ ରାଜାବଳୀ ୧୫-୧୬
ଗୀତ ୭୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କʼଣ ଆପଣ ଆସାଙ୍କ ଭଳି ସାହସ ଦେଖାନ୍ତି ?”: (୧୦ ମି.)
ବହୁମୂଲ୍ୟ ରତ୍ନ: (୧୦ ମି.)
୧ରାଜା ୧୬:୩୪—ଏହି ଘଟଣାରୁ ଆମ ଭରସା କିପରି ବଢ଼େ ଯେ ଯିହୋବାଙ୍କ ସବୁ ଭବିଷ୍ୟତବାଣୀ ନିଶ୍ଚୟ ପୂରା ହେବ ? (ପ୍ର୯୮-ହି ୯/୧୫ ପୃ ୨୧-୨୨)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି.) ୧ରାଜା ୧୫:୨୫–୧୬:୭ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୩ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ “ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଅଭିଯାନ” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୨)
ପୁନଃସାକ୍ଷାତ: (୪ ମି.) “କଥାବାର୍ତ୍ତା କିପରି କରିବା ?” ଭାଗରେ “ବାଇବଲ ଅଧ୍ୟୟନ ଆରମ୍ଭ କରିବାର ଅଭିଯାନ” ଭାଗରେ ଯେଉଁ ବିଷୟରେ ପରାମର୍ଶ ଦିଆଯାଇଛି, ତାʼ ଉପରେ କଥାବାର୍ତ୍ତା ଆଗକୁ ବଢ଼ାନ୍ତୁ । (ଶିଖାଇବା ଅଧ୍ୟୟନ ୧୬)
ବାଇବଲ ଅଧ୍ୟୟନ: (୫ ମି.) ଜୀବନ ବହି ପାଠ ୭ ପଏଣ୍ଟ ନଂ. ୬ (ଶିଖାଇବା ଅଧ୍ୟୟନ ୬)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଖ୍ରୀଷ୍ଟଙ୍କର ସାହସୀ ଯୋଦ୍ଧା”: (୫ ମି.) ଆଲୋଚନା; ଭିଡିଓ ଦେଖାନ୍ତୁ । ତାʼପରେ ପ୍ରଶ୍ନ ପଚାରନ୍ତୁ: ଆପଣ ବେଞ୍ଜାମିନ୍ ଓ ଶୃତିଠାରୁ କʼଣ ଶିଖିଲେ ?
ସଂଗଠନକୁ ମିଳିଥିବା ସଫଳତା: (୧୦ ମି.) ସଂଗଠନକୁ ମିଳିଥିବା ସଫଳତା—ସେପ୍ଟେମ୍ବର ମାସର ଭିଡିଓ ଦେଖାନ୍ତୁ ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଜୀବନ ପାଠ ୨୦
ଶେଷ ଟିପ୍ପଣୀ (୩ ମି.)
ଗୀତ ୧୦୩ ଏବଂ ପ୍ରାର୍ଥନା