ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
କʼଣ ଆପଣ ଆସାଙ୍କ ଭଳି ସାହସ ଦେଖାନ୍ତି ?
ଆସା ସତ୍ୟ ଉପାସନାକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ସାହର ସହ ପଦକ୍ଷେପ ନେଲେ (୧ରାଜା ୧୫:୧୧, ୧୨; ପ୍ର୧୨-ହି ୮/୧୫ ପୃ ୮ ¶୪)
ଆସା ସାହସ ଦେଖାଇଲେ, ସେ ନିଜ ପରିବାରଠାରୁ ଯିହୋବାଙ୍କ ଉପାସନାକୁ ଅଧିକ ମହତ୍ତ୍ୱ ଦେଲେ (୧ରାଜା ୧୫:୧୩; ପ୍ର୧୭.୦୩-ହି ପୃ ୧୯ ¶୭)
ଆସାଙ୍କ ଦ୍ୱାରା କିଛି ଭୁଲ ବି ହେଲା, କିନ୍ତୁ ଯିହୋବା ତାଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଲେ ଏବଂ ତାକୁ ବିଶ୍ୱସ୍ତ ଭାବିଲେ (୧ରାଜା ୧୫:୧୪, ୨୩; ଇନସାଇଟ୍-୧ ପୃ ୧୮୪-୧୮୫)
ନିଜକୁ ପଚାରନ୍ତୁ: ‘କʼଣ ସତ୍ୟ ଉପାସନା ପାଇଁ ମୋʼଠାରେ ଉତ୍ସାହ ଅଛି ? କʼଣ ମୁଁ ଏପରି ବ୍ୟକ୍ତିଙ୍କ ସହ ମିଳାମିଶା କରିବା ବନ୍ଦ କରିଦିଏ ଯିଏ ଯିହୋବାଙ୍କୁ ଛାଡ଼ି ଦେଇଛି, ଯଦିଓ ସେହି ବ୍ୟକ୍ତି ମୋ ପରିବାରର ସଦସ୍ୟ ହେଉନ୍ତୁ ନା କାହିଁକି ?’—୨ଯୋହ ୯, ୧୦.