୧୯-୨୫ ମାର୍ଚ୍ଚ
ମାଥିଉ ୨୪
ଗୀତ ୪୩ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ଆଜିର ଏହି ଶେଷକାଳରେ ଜାଗି ରହନ୍ତୁ”: (୧୦ ମି.)
ମାଥି ୨୪:୧୨—ଅଧର୍ମ ବୃଦ୍ଧି ପାଇବା ଯୋଗୁଁ ଲୋକଙ୍କର ପ୍ରେମ ଥଣ୍ଡା ହୋଇଯିବ (ଇନସାଇଟ୍-୨ ୨୭୯ ¶୬)
ମାଥି ୨୪:୩୯—କିଛି ଲୋକ ନିଜ ସାଂସାରିକ ଜୀବନରେ ଏତେ ବ୍ୟସ୍ତ ହୋଇଯିବେ ଯେ ସେମାନେ ଜରୁରୀ ବିଷୟଗୁଡ଼ିକୁ ଆଦୌ ଧ୍ୟାନ ଦେବେ ନାହିଁ (ପ୍ର୯୯-ହି ୧୧/୧୫ ୧୯ ¶୫)
ମାଥି ୨୪:୪୪—ଯେଉଁ ସମୟରେ ଲୋକେ ଆଶା କରୁ ନ ଥିବେ, ସେମୟରେ ପ୍ରଭୁ ଆସିବେ [ଯୀଶୁ ହିଁ ପଥ (ଇଂରାଜୀ) ୨୫୯ ¶୫]
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)
ମାଥି ୨୪:୮—ଯୀଶୁଙ୍କ ଏପରି କହିବାର ଅର୍ଥ କʼଣ ଥିଲା? (“ପ୍ରସବବେଦନା,” ଅଧ୍ୟୟନ ବାଇବଲ—ମାଥି ୨୪:୮ ଅଧ୍ୟୟନ ତଥ୍ୟ)
ମାଥି ୨୪:୨୦—ଯୀଶୁ ଏପରି କାହିଁକି କହିଲେ? (“ଶୀତକାଳରେ,” “ବିଶ୍ରାମବାରରେ,” ଅଧ୍ୟୟନ ବାଇବଲ—ମାଥି ୨୪:୨୦ ଅଧ୍ୟୟନ ତଥ୍ୟ)
ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?
ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?
ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍) ମାଥି ୨୪:୧-୨୨
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ।
ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣ ଗତ ସାକ୍ଷାତରେ ଯାହାଙ୍କ ସହିତ କଥା ହୋଇଥିଲେ ସେ ଘରେ ନାହାନ୍ତି, କିନ୍ତୁ ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଆପଣ ଭେଟନ୍ତି।
ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
“ଯୁଗାନ୍ତ ପାଖେଇ ଆସିଛି”: (୧୫ ମି.) ଆଲୋଚନା। ଭିଡିଓ (ହିନ୍ଦୀ) ଦେଖାନ୍ତୁ।
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୪ ¶୩-୭
ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)
ଗୀତ ୩୦ ଏବଂ ପ୍ରାର୍ଥନା