इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

୨୨-୨୮ ଜାନୁୟାରୀ

ଲୂକ ୪-୫

୨୨-୨୮ ଜାନୁୟାରୀ
  • ଗୀତ ୧୦ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • ଯୀଶୁଙ୍କ ପରି ପ୍ରଲୋଭନକୁ ବିରୋଧ କରନ୍ତୁ”: (୧୦ ମି.)

    • ଲୂକ ୪:୧-୪—ଯୀଶୁ ଶାରୀରିକ ଅଭିଳାଷ ଆଗରେ ମୁଣ୍ଡ ନୁଆଁଇଲେ ନାହିଁ (ପ୍ର୧୩-ହି ୮/୧୫ ୨୫ ¶୮)

    • ଲୂକ ୪:୫-୮—ଯୀଶୁ ଚକ୍ଷୁର ଅଭିଳାଷର ପ୍ରଲୋଭନରେ ପଡ଼ିଲେ ନାହିଁ (ପ୍ର୧୩-ହି ୮/୧୫ ୨୫ ¶୧୦)

    • ଲୂକ ୪:୯-୧୨—ଯୀଶୁ ଲୌକିକ ଗର୍ବ ଦେଖାଇବାର ପ୍ରଲୋଭନରେ ପଡ଼ିଲେ ନାହିଁ [ମନ୍ଦିର ଛାତର ଛେଦାବାଡ଼ ନାମକ ଭିଡିଓ ଦେଖାନ୍ତୁ।] (ଅଧ୍ୟୟନ ବାଇବଲ—ଭିଡିଓ; ପ୍ର୧୩-ହି ୮/୧୫ ୨୬ ¶୧୨)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ଲୂକ ୪:୧୭—ଆମେ କିପରି ଜାଣୁ ଯେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ବାକ୍ୟ ସହ ଭଲ ଭାବେ ପରିଚିତ ଥିଲେ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଲୂକ ୪:୨୫—ଏଲୀୟଙ୍କ ଦିନରେ କେତେ ସମୟ ପର୍ଯ୍ୟନ୍ତ ଦୁର୍ଭିକ୍ଷ ପଡ଼ିଥିଲା? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ଲୂକ ୪:୩୧-୪୪

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ଦ୍ୱିତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ତାʼପରେ JW.ORG ସମ୍ପର୍କ କାର୍ଡ଼ ଦିଅନ୍ତୁ।

  • ତୃତୀୟ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) କୌଣସି ପଦ ବାଛନ୍ତୁ ଏବଂ ଅଧ୍ୟୟନ ପାଇଁ ବ୍ୟବହୃତ ହେଉଥିବା କୌଣସି ଏକ ପ୍ରକାଶନ ଦିଅନ୍ତୁ।

  • ବାଇବଲ ଅଧ୍ୟୟନ: (୬ ମି. କିମ୍ବା ତାʼଠାରୁ କମ୍‌) ଯିହୋବାଙ୍କ ଇଚ୍ଛା ପାଠ ୨୮

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ